!-- Whatsapp Share Buttons Start -->

Latest Updates / Blogroll

.... AIPEU GROUP - 'C' IS TO CONDUCT ALL ITS STRUGGLE PROGRAMMES UNDER THE BANNER OF POSTAL JCA ....

.... THE JCA SUBMMITTED THE MEMORANDUM TO 7TH CPC ON 23.7.2014 ....

…. NFPE & GDS (NFPE) FILED A CASE IN SUPREME COURT PRAYING : IMPLEMENTATION OF 1977 JUDGEMENT AND DECLARE GDS ARE CIVIL SERVANTS & SCRAP THE GDS (CONDUCT & ENGAGEMENT) RULES 2011 AS THEY ARE INVALID AND UNCONSTITUTIONAL ....

…. SUPREME COURT DIRECTED THE CASE TO DELHI HIGH COURT .. FIRST HEARING WAS ON 13-01-2014 AND PLEASED TO SERVE NOTICE TO GOVT. & DEPARTMENT....

.... NEXT HEARING ON 07-05-2014 NEXT HEARING ON 07-05-2014 ....

APPEAL

APPEAL

UNION SUBSCRIPTION

.... AIPEU GROUP - 'C' UNION SUBSCRIPTION DETAILS ....

.... ALL INDIA UNION / CHQ QUOTA = RS 13 + CIRCLE UNION QUOTA = RS 12 + DIVISIONAL / BRANCH UNION QUOTA = RS 25, TOTAL = RS 50....
.... AIPEU POSTMEN & MTS UNION SUBSCRIPTION DETAILS ....


.... NFPE = Rs 2 + ALL INDIA UNION / CHQ QUOTA = RS 10 + CIRCLE UNION QUOTA = RS 10 + DIVISIONAL / BRANCH UNION QUOTA = RS 18, TOTAL = RS 40....

DHENKANAL POSTAL DIVISION AT A GLANCE

Monday, July 31, 2017

ଲୋକଙ୍କ ଦୁଆର ମୁହଁରେ ଡାକସେବା ପହଞ୍ଚାଇବା ଆମର ଲକ୍ଷ୍ୟ : ସନ୍ତୋଷ କୁମାର କମିଲା, ସିପିଏମ୍‌ଜି, ଓଡ଼ିଶା ସର୍କଲ୍‍








ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟର ସମସ୍ତ ଉପ-ଡାକଘରର କମ୍ପ୍ୟୁଟରୀକରଣଲକ୍ଷ୍ୟ। ଡାକଘର ମାଧ୍ୟମରେ ପାଣି ବିଲ୍‌,ବିଦ୍ୟୁତ୍‌ ବିଲ୍‍, ହୋଲ୍ଡିଂ ଟାକ୍ସ ଏପରିକିରେଳଟିକେଟ ବୁକିଂ ଭଳି ବ୍ୟବସ୍ଥାରପ୍ରଚଳନ। ଡିଜିଟାଲ୍‍ ଓ ମୋବାଇଲ୍‌ଟେକ୍ନୋଲଜି ପ୍ରୟୋଗକରି ଡାକସେବାକୁସମୟୋପଯୋଗୀ ଏବଂ ଗ୍ରାହକ-ଅନୁକୂଳକରିବା ପାଇଁ ବ୍ୟାପକ ଉଦ୍ୟମ ଜାରି।…ରାଜ୍ୟରେ ଡାକସେବା କ୍ଷେତ୍ରରେ ଏକଆନ୍ଦୋଳନ ପାଇଁ ଉଦ୍ୟମ ଆରମ୍ଭକରିଥିବା ଚିଫ୍‍ ପୋଷ୍ଟମାଷ୍ଟର ଜେନେରାଲ୍‍ଡକ୍ଟର ସନ୍ତୋଷ କୁମାର କମିଲାଙ୍କ ସହଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବରରଥଙ୍କ ବିଶେଷ ସାକ୍ଷାତକାର।



ଅନେକ ବର୍ଷ ପରେ ଓଡ଼ିଶା ସର୍କଲ୍‌ରମୁଖ୍ୟ ହିସାବରେ ଜଣେ ଓଡ଼ିଆ ଭାବରେଆପଣ ଯୋଗ ଦେଇଛନ୍ତି। ସେଥିପାଇଁଓଡ଼ିଶାଲାଇଭ୍‌ ପକ୍ଷରୁ ଅଭିନନ୍ଦନ। ଓଡ଼ିଶାସର୍କଲ୍‌କୁ ଏକ ନୂଆ ରୂପ ଦେବା ସହଏହାକୁ ଅଧିକ ଲୋକଙ୍କ ସହିତ ଯୋଡ଼ିବାପାଇଁ ଆପଣଙ୍କର କି ଯୋଜନା ରହିଛି?


ଧନ୍ୟବାଦ। ହଁ, ୧୯ ବର୍ଷ ପରେ ଓଡ଼ିଶା ସର୍କଲ୍‌ର ମୁଖ୍ୟମହାଡାକପାଳ ଭାବେ ମୁଁ ଦାୟିତ୍ୱ ନେଇଛି। ବିମୁଦ୍ରାକରଣସମୟରେ ପୋଷ୍ଟ ଅଫିସ୍‍ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ସବୁବିଭାଗୀୟ ପୋଷ୍ଟ ଅଫିସ୍‌ରେ ଆମେ ପୁରୁଣା ନୋଟ୍‍ ବଦଳକରିବା ସହ ସବୁ ଉପ-ଡାକଘର ସ୍ତରରେ ପୁରୁଣା ନୋଟ୍‍ ଜମାନେବା ଦାୟିତ୍ୱ ତୁଲାଇଥିଲୁ। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତବିଭିନ୍ନ ଡାକଘର ମାଧ୍ୟମରେ ଏହି ଅତ୍ୟାବଶ୍ୟକ ସେବାଯୋଗାଇଦେବା ବେଳେ ଆମକୁ ଲୋକଙ୍କର ଅତି ନିକଟତରହେବାର ସୁଯୋଗ ମିଳିଛି। ଓଡ଼ିଶା ସର୍କଲର ଏହି କାମକୁଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେତେବେଳେ ପ୍ରଶଂସାକରିଥିଲେ।



ଅନେକ ସମୟରେ ଡାକ ବିଭାଗରନେତୃତ୍ୱ ଓଡ଼ିଶାର ପାଣି-ପବନ ଓ ସଂସ୍କୃତିସହ ଯୋଡ଼ିହୋ‍ଇ ପାରୁନଥିବା କାରଣରୁଡାକସେବା କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟଉନ୍ନତି କରିପାରୁନଥିବା ପ୍ରସଙ୍ଗଉଠେ। ଜଣେ ଓଡ଼ିଆ ହିସାବରେ ଆପଣବର୍ତ୍ତମାନ କିଭଳି ଏହି ଗୁରୁ ଦାୟିତ୍ୱକୁତୁଲାଇବା ପାଇଁ ରୋଡ୍‌ମ୍ୟାପ୍‍ କରିଛନ୍ତି?


ଓଡ଼ିଶାରେ ମୁଁ ବହୁତ ବର୍ଷ ଧରି କାମ କରିଛି। ପୂର୍ବରୁ ମୁଁବ୍ରହ୍ମପୁର ମଣ୍ଡଳ ମୁଖ୍ୟ ହିସାବରେ କାମ କରିଥିଲି।ଯେତେବେଳେ ମୁଁ ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ୍‍ ଭାବେଏହି ଦାୟିତ୍ୱ ନେଲି, ମୁଁ ପ୍ରଥମେ ଚାହିଁଲି କିଭଳି ଗ୍ରାହକମାନଙ୍କୁସେବା ଦେବା କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିବ।ସାଧାରଣତଃ ପୋଷ୍ଟମ୍ୟାନ୍‍ ଭାଇଭ‌ଉଣୀମାନେ ଲୋକଙ୍କରପ୍ରିୟ ଏବଂ ଭରସାଯୋଗ୍ୟ। ତେଣୁ ସେମାନଙ୍କ ମାଧ୍ୟମରେକିଭଳି ଲୋକମାନଙ୍କୁ ଅଧିକ ସେବା ଯୋଗାଇଦିଆଯାଇପାରିବ, ସେକଥା ଚିନ୍ତା କରି ଆମେ ନୂଆ ନୂଆପଦକ୍ଷେପ ଆରମ୍ଭ କରିଛୁ। ଯେପରିକି ଆଜି ଜଣେ ଗ୍ରାହକଚିଠିଟିଏ ପକାଇବା ପାଇଁ ବା ରେଜିଷ୍ଟ୍ରି କରିବା ପାଇଁଡାକଘରକୁ ଆସିବା ଆବଶ୍ୟକ ନାହିଁ।


ଜଣେ ପୋଷ୍ଟମ୍ୟାନ୍‌ ଯେତେବେଳେ ବିଭିନ୍ନ ସେବା ଦେବାପାଇଁସଂପୃକ୍ତ ଅଞ୍ଚଳକୁ ଯାଉଛନ୍ତି, ସେତେବେଳେ ସେଆପଣମାନଙ୍କଠାରୁ ସାଧାରଣ ଚିଠି, ରେଜିଷ୍ଟର୍ଡ ଲେଟର ବାସ୍ପିଡ ପୋଷ୍ଟ ଆଦି ଆର୍ଟିକିଲ୍‍ ଆଣି ଡାକଘର ମାଧ୍ୟମରେ ତାହାପଠାଇବା ସହ ପରବର୍ତ୍ତୀ ଗସ୍ତ ବେଳେ ସେ ବାବଦରେ ରସିଦ୍‌ ଦେଇପାରିବେ। ଏହି ଗ୍ରାହକଙ୍କ ଦୁଆର ମୁହଁରେ ସେବାପହଞ୍ଚାଇବା କ୍ଷେତ୍ରରେ ଏ ହେଉଛି ଆମର ନୂଆ ପଦକ୍ଷେପ।


ଏହି ବ୍ୟବସ୍ଥାରେ ଡାକ ବିଭାଗକୁ କେତେଦୂର ସଫଳତା ମିଳିପାରିଛି?


ବେଶ୍‍ ଭଲ ସଫଳତା। ମୁଁ ଖୁସି ଯେ ପ୍ରତିଦିନ ରାଜ୍ୟର ବିଭିନ୍ନସ୍ଥାନରୁ ଏଭଳି ଶହ ଶହ ଚିଠି ଆମ ପୋଷ୍ଟମ୍ୟାନ ଭାଇମାନେଲୋକଙ୍କ ପାଖରୁ ଆଣୁଛନ୍ତି। ମୁଁ ଏଥିପାଇଁ ଗ୍ରାହକ ଏବଂ ଆମପୋଷ୍ଟମ୍ୟାନ ଭାଇଭ‌ଉଣୀମାନଙ୍କୁ ଧନ୍ୟବାଦ ଦେବି। ଆପଣଙ୍କୱେବ୍‌ ଚ୍ୟାନେଲ୍‍ ‘ଓଡ଼ିଶାଲାଇଭ୍‌’ ମାଧ୍ୟମରେ ମୁଁ ଓଡ଼ିଶାରଭାଇଭ‌ଉଣୀ ଓ ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେସେମାନେ ଏହି ସେବାର ବିଶେଷ ଫାଇଦା ନିଅନ୍ତୁ।


ଏଭଳି ଆଉ କ’ଣ ସବୁ ନୂଆ ପ୍ରକାରସେବା ଆପଣ ଆରମ୍ଭ କରିଛନ୍ତି?


ହଁ, ଆମେ ଅନେକ ନୂଆ କଥା ଆରମ୍ଭ କରିଛୁ। ରାଜ୍ୟର ୯ଟିପ୍ରମୁଖ ସହର (ଯେପରିକି ଭୁବନେଶ୍ୱର, ପୁରୀ, କଟକ, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର ଇତ୍ୟାଦି) ଯାହାକୁକି ‘ଅମୃତସିଟି’ ବୋଲି କୁହାଯାଉଛି, ସେଠାରେ ପାଣି ବିଲ୍‍ ଆମପୋଷ୍ଟମ୍ୟାନ୍‍ ଭାଇମାନେ ଘରେ ଘରେ ପହଞ୍ଚାଉଛନ୍ତି।ସେହିପରି ଗ୍ରାହକମାନେ ପୋଷ୍ଟ ଅଫିସ୍‌ କାଉଣ୍ଟରରେ ଏହିବିଲ୍‍ ଜମା କରିପାରିବେ। କେବଳ ସେତିକି ନୁହେଁ, ଯେଉଁଗ୍ରାହକମାନେ ଚାହିଁବେ, ପୋଷ୍ଟମ୍ୟାନ୍‌ଙ୍କ ହାତରେ ମଧ୍ୟ ବିଲ୍‍ ଟଙ୍କା ଦେଇପାରିବେ। ସଂପୃକ୍ତ ପୋଷ୍ଟମ୍ୟାନ ଡାକଘରେ ତାହାଜମାକରି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଉଚିତ୍‍ ରସିଦ୍‍ ଦେଇପାରିବେ। ଆମେ ଏହିଭଳି ଭାବେ ଡୋର୍‍ ଷ୍ଟେପ୍‍ ସର୍ଭିସ୍‌କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ।


ତେବେ ଡାକଘର ମାଧ୍ୟମରେ ଇଲେକ୍ଟ୍ରିସିଟିବିଲ୍‍ ମଧ୍ୟ ଜମା କରିହେବ?


ହଁ, ନିଶ୍ଚିତ। ସାଉଥ୍‌କୋ ଅଞ୍ଚଳରେ ଆମେ ଏହି ସେବା ଆରମ୍ଭକରିଛୁ। ଆଜି ଜଣେ ଗ୍ରାହକ ଡାକଘର ମଧ୍ୟମରେ ବିଲ୍‌ ଜମାକଲେ ତାହା ସାଉଥ୍‌କୋ ଆକାଉଣ୍ଟରେ ଆପେ ଆପେଅପ୍‌‌ଡେଟ୍‌ ହୋ‍ଇଯିବ। ସାଉଥ୍‌କୋର ଏହି ସଫଳତା ପରେୱେସ୍‌କୋ ସହ ମଧ୍ୟ ଆମର ଚୁକ୍ତି ହୋ‍ଇସାରିଛି। ତେଣୁ ଆମେଏବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‍ ଗ୍ରାହକମାନଙ୍କ ବିଲ୍‍ ଡାକଘରମାଧ୍ୟମରେ ନେଇପାରିବୁ। ଏହାକୁ ଲୋକପ୍ରିୟ କରିବା ପାଇଁଆମେ ଚେଷ୍ଟା କରୁଛୁ।


ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ଆମେ କେତେ ଶୀଘ୍ର ସେସୁଓ ନେସ୍କୋ ସହିତ ଏହି ଚୁକ୍ତି କରିପାରିବୁ ଏବଂ ଓଡ଼ିଶାରଅନ୍ୟ ଅଞ୍ଚଳରେ ଲୋକମାନେ କିଭଳି ନିକଟସ୍ଥ ଡାକଘରକୁଯାଇ ସେମାନଙ୍କର ବିଦ୍ୟୁତ୍‍ ବିଲ୍‍ ଜମା କରିପାରିବେ।ସେହିପରି ସହରାଞ୍ଚଳର ଜନସାଧାରଣ କିଭଳି ଡାକଘରମାଧ୍ୟମରେ ହୋଲ୍ଡିଂ ଟାକ୍ସ ଜମା କରିପାରିବେ, ସେ ବାବଦରେମଧ୍ୟ ଆମେ ସେବା ଯୋଗାଇଦେବା ପାଇଁ ଉଦ୍ୟମ କରୁଛୁ।ଏଥିପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସହକଥାବାର୍ତ୍ତା ଚାଲିଛି।



ଆଜିର ଡିଜିଟାଲ୍‍ ଏବଂ ଇ-କମର୍ସଦୁନିଆରେ ଯଦିଓ ଗ୍ରାହକମାନେ ଡାକଘରଉପରେ ଅଧିକ ନିର୍ଭର କରୁନାହାନ୍ତି,ତେବେ ଏଭଳି କେତେକ ସମୟ ରହିଛିଯେଉଁଠି ଆପଣଙ୍କ ବିଭାଗ ପ୍ରମୁଖ ଭୂମିକାତୁଲାଇ ଆସୁଛି। ଏଇ ଯେମିତି ଧରନ୍ତୁପବିତ୍ର ରକ୍ଷାବନ୍ଧନ?


ହଁ, ରକ୍ଷାବନ୍ଧନ ଭାରତର ଏକ ବଡ଼ ସାମାଜିକ ଓ ସାଂସ୍କୃତିକପରମ୍ପରା। ଏହି ସମୟରେ ଭ‌ଉଣୀମାନେ ଦୂରଦୂରାନ୍ତରେଥିବା ସେମାନଙ୍କ ଭାଇମାନଙ୍କ ପାଖକୁ ରାକ୍ଷୀ ପଠାଇଥା’ନ୍ତି।ଏହି କ୍ଷେତ୍ରରେ ଡାକ ବିଭାଗ ଏକ ବଡ଼ ଭୂମିକା ନେଇଥାଏ।କେବଳ ଓଡ଼ିଶା ସର୍କଲ୍‌ରେ ଗତ ବର୍ଷ ଆମେ ଏଭଳି ୧ ଲକ୍ଷରୁଅଧିକ ଆର୍ଟିକିଲ୍‍ ହ୍ୟାଣ୍ଡେଲ୍‍ କରିଥିଲୁ। ଏବର୍ଷ ଏହି ସଂଖ୍ୟାଆହୁରି ଅଧିକ ହୋ‍ଇପାରେ।


ଚଳିତ ବର୍ଷ ଆମେ ରାକ୍ଷୀ ପାଇଁ ଏକ ସ୍ୱତନ୍ତ୍ର ଲଫାପା(ସ୍ପେସାଲ୍‍ କଭର୍‍) ପ୍ରଚଳନ କରିଛୁ। ଏହା ବେଶ୍‌ ଆକର୍ଷଣୀୟହୋ‌ଇଛି। କେବଳ ସେତିକି ନୁହେଁ, ଏହି ରାକ୍ଷୀ ଲଫାପାରପରିବହନ ସମୟରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ମାତ୍ର ୫ ଟଙ୍କା ମୂଲ୍ୟରେ ଏକ ସ୍ୱତନ୍ତ୍ର ପଲିଥିନ୍‍ ପ୍ୟାକେଟ୍‍ (ଟିଅରପ୍ରୁଫ୍‍ ଏବଂ ୱାଟରପ୍ରୁଫ୍‍) ମଧ୍ୟ ପ୍ରସ୍ତୁତକରାଯାଇଛି। ଏହାର ସୁଯୋଗ ନେବାକୁ ମୁଁ ସମସ୍ତଙ୍କୁଅନୁରୋଧ କରୁଛି।


ଆପଣଙ୍କର ଏକ ଫ୍ଲାଗ୍‌ସିପ୍‍ ସେବାହେଉଛି ମିଡିଆପୋଷ୍ଟ। ଏ ବାବଦରେକ’ଣ କହିବେ?


ମିଡିଆପୋଷ୍ଟ ଏଭଳି ଏକ ମାଧ୍ୟମ ଯାହା ଜରିଆରେ ଅଳ୍ପଖର୍ଚ୍ଚରେ କୌଣସି ଜନସ୍ୱାର୍ଥ ସୂଚନା ବା ବିଜ୍ଞାପନ ଲକ୍ଷ ଲକ୍ଷଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ। ଆପଣ ଯେଉଁ’ମେଘଦୂତ’ ପୋଷ୍ଟକାର୍ଡ ଦେଖୁଛନ୍ତି ଏହାର ମୂଲ୍ୟ ମାତ୍ର ୨୫ପ‌ଇସା। ଏହାର ସାମନା ପଟରେ ଠିକଣାର ବାଁ ପଟ ସ୍ଥାନରେବିଜ୍ଞାପନ ଛପାଯାଇପାରିବ।


ସେହିପରି ଡାକଘର ସଞ୍ଚୟ ଖାତା ପଛ ପୃଷ୍ଠାରେ ମଧ୍ୟ ଆମେବିଜ୍ଞାପନ ଛାପିବାର ବ୍ୟବସ୍ଥା କରିଛୁ। ଏହାଛଡ଼ା ଆମପୋଷ୍ଟମ୍ୟାନ ଭାଇଭ‌ଉଣୀମାନଙ୍କ ଜରିଆରେ ଆମେ ବିଭିନ୍ନଫ୍ଲାୟରକୁ ‘ଡାଇରେକ୍ଟ ପୋଷ୍ଟ’ ଭାବେ ଲୋକଙ୍କ ଘରେପହଞ୍ଚାଉଛୁ। କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଏପରିକିରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ପ୍ରକାରଯୋଜନା ଓ ସଫଳତା ସମ୍ପର୍କରେ ଏହା ମାଧ୍ୟମରେ ବିଜ୍ଞାପନଦେଉଛନ୍ତି। ରାଜ୍ୟର ବିଭିନ୍ନ କର୍ପୋରେଟ ହାଉସ୍‍ ଏବଂ ପ୍ରମୁଖଅନୁଷ୍ଠାନ ମଧ୍ୟ ଆମ ମିଡିଆ ପୋଷ୍ଟ ମାଧ୍ୟମରେ ବ୍ୟାପକ ବୁକିଂକରି ସେମାନଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେପହଞ୍ଚାଇପାରିବେ।


ନିକଟରେ ହୋ‍ଇଥିବା ୨୨ତମ ଏସିଆନ୍‍ଆଥ୍‌‍ଲେଟିକ୍‍ ଚାମ୍ପିଅନ୍‍ସିପ୍ସ ବେଳେ ଏକସ୍ପେସାଲ୍‍ କଭର ରିଲିଜ୍‍ହୋ‍ଇଥିଲା। ଆପଣ କ୍ରୀଡ଼ା ସହ ମଧ୍ୟଯୋଡ଼ି ହେବାକୁ ଚାହିଁଛନ୍ତି।


ହଁ, ଏହି କ୍ରୀଡ଼ା କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ଏକଗୌରବର କଥା ଥିଲା। ଏହାର ଉଦ୍‌ଘାଟନ ଅବସରରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଏକ ସ୍ପେସାଲ୍‍ କଭର ଉନ୍ମୋଚନ ହୋ‍ଇଥିଲା। ବିଶେଷକରି, ଡାକ ଟିକେଟସଂଗ୍ରହ କରୁଥିବା ଉତ୍ସାହୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ସ୍ମରଣୀୟବିଷୟ ହୋ‍ଇ ରହିବ।


ଲୋକଙ୍କୁ ଡାକ ବିଭାଗର ସେବା ସହସିଧାସଳଖ ଯୋଡ଼ିବା ପାଇଁ ’ମାଇଁ ଷ୍ଟାମ୍ପ’ଏକ ଅଭିନବ କଥା। ଓଡ଼ିଶାରେ ଏବାବଦରେ ଲୋକଙ୍କର କିଭଳି ଉତ୍ସାହରହିଛି?


ମାଇଁ ଷ୍ଟାମ୍ପ ଏକ ପର୍ସନାଲାଇଜ୍‌ଡ୍‌ ସର୍ଭିସ୍‍ ଭଳି ବିଷୟ। ଅର୍ଥାତ୍‍ ଆପଣ ଯେ କୌଣସି ଜିନିଷକୁ ସ୍ମରଣୀୟ କରିବାକୁ ଚାହିଁଲେ, ଡାକ ଟିକେଟ ମାଧ୍ୟମରେ ତାହା କରିପାରିବେ। କାହାରଜନ୍ମଦିନ ହେଉ ବା କୌଣସି ଅନୁଷ୍ଠାନର ପ୍ରତିଷ୍ଠା ଦିବସ; ଏପରିକି ଆପଣ ମଧ୍ୟ କାହାକୁ ଉପହାର ଆକାରରେ କିଛିନୂଆ କଥା କରିବାକୁ ଚାହୁଁଛନ୍ତି। ମାଇଁ ଷ୍ଟାମ୍ପ ଜରିଆରେ ଏକମୂଳ ପୋଷ୍ଟେଜ ଷ୍ଟାମ୍ପ ସହ ଜଣେ ଗ୍ରାହକ ନିଜର ବାପ୍ରିୟଜନଙ୍କର ଫଟୋ ବା ଅନୁଷ୍ଠାନର ଲୋଗୋଛପାଯାଇପାରିବ।


ଏହାକୁ ଆପଣମାନେ ସ୍ମରଣୀୟ ବସ୍ତୁହିସାବରେ ରଖିପାରିବେବା ଉପହାର ଦେଇପାରିବେ। ଏପରିକି ଏହି ଟିକେଟ୍‌‍କୁ ଚିଠିପଠାଇବା ବେଳେ ଡାକଟିକେଟ ଆକାରରେ ବ୍ୟବହାରକରିପାରିବେ। ମାତ୍ର ୩୦୦ ଟଙ୍କାରେ ଆପଣଙ୍କୁ ଗୋଟିଏ ପୂରାସିଟ୍‍ ମିଳିବ, ଯେଉଁଥିରେ ଥିବ ୧୨ଟି ଟିକେଟ୍‌।


ଆପଣ ଯେଉଁ ସ୍ପେସାଲ୍‍ କଭର କଥାକହୁଥିଲେ, ସେ ବାବଦରେ ଲୋକଙ୍କଭିତରେ କିଭଳି ଆଗ୍ରହ ଦେଖୁଛନ୍ତି?


ଦେଖନ୍ତୁ ସାଧାରଣତଃ ଅନୁଷ୍ଠାନମାନେ ବିଭିନ୍ନ ସ୍ମରଣୀୟଘଟଣା ବା ବିଷୟକୁ ଅଧିକ ସ୍ମରଣୀୟ କରିବା ପାଇଁ ଡାକବିଭାଗ ମାଧ୍ୟମରେ ’ସ୍ପେସାଲ୍‍ କଭର’ ରିଲିଜ୍‍ କରିପାରିବେ। ମୁଁଯେମିତି ଆପଣଙ୍କୁ ୨୨ତମ ଏସିଆନ୍‍ ଆଥ୍‌‍ଲେଟିକ୍‍ ଚାମ୍ପିଅନ୍‍ସିପ୍ସ ବେଳେ ମୁଦ୍ରିତ ସ୍ପେସାଲ କଭର କଥା କହୁଥିଲି।ରେଭେନ୍‍ସା କଲେଜର ୧୫୦ତମ ପୂର୍ତ୍ତି ବେଳେ ମଧ୍ୟ ଏକସ୍ପେସାଲ୍‍ କଭର ହୋ‍ଇଥିଲା।


ଆପଣଙ୍କ ଓଡ଼ିଶାଲାଇଭ୍‍ ଅନୁଷ୍ଠାନ ଏବଂ ପରବର୍ତ୍ତୀ ସମୟରେଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ ପାଳନ ବେଳେ ଏଭଳି ସ୍ପେସାଲ କଭରଛପାଯାଇଛି। ଆଜି ଏସବୁ ଦେଶବିଦେଶରେ ଫିଲାଟେଲିଷ୍ଟଙ୍କପାଇଁ ସଂଗ୍ରହଣୀୟ ଓ ସ୍ମରଣୀୟ ବସ୍ତୁ ଭାବେ ସ୍ଥାନ ପାଇଛି।ତେଣୁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବାକୁ ଚାହିଁବିଯେ ଅଧିକରୁ ଅଧିକ ସରକାରୀ ସଂଗଠନ, ସ୍କୁଲକଲେଜ ଏବଂବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏଭଳି ସ୍ପେସାଲକଭର ବାହାର କରିବା ପାଇଁ ଡାକ ବିଭାଗ ସହ ଯୋଗାଯୋଗକରିପାରିବେ।


ବିଜୁ ପଟ୍ଟନାୟକଙ୍କ ଉପରେ ଡାକ ବିଭାଗପକ୍ଷରୁ ଏକ ନୂଆ ଟିକେଟ ପ୍ରକାଶପାଇବାର ଥିଲା। କ’ଣ ହେଲା?


ହଁ, ଏ ବାବଦରେ ଏକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି ଏବଂତାହା ଅନୁମୋଦନ ଲାଭ କରିଛି। ବିଜୁ ପଟ୍ଟନାୟକଙ୍କ ଉପରେଆଗରୁ ଏକ ଡାକ ଟିକେଟ ବାହାରିଥିଲା। ଏହା ହେବ ଦ୍ୱିତୀୟଡାକ ଟିକେଟ୍‍। ସେହିପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିପାଳନ ଓଡ଼ିଆମାନଙ୍କ ପାଇଁ ଏକ ଗର୍ବର ବିଷୟ। ଏବାବଦରେ ଏକ ଡାକ ଟିକେଟ୍‌ ବାହାର କରିବା ପାଇଁ ରାଜ୍ୟସରକାର ପ୍ରସ୍ତାବ ଦେଇଛନ୍ତି। ତାହା ଏବେ କେନ୍ଦ୍ରକୁ ଯାଇଛି।


ଆପଣଙ୍କର ଏକ ପ୍ରମୁଖ ସେବା ହେଉଛି’ସ୍ପିଡ ପୋଷ୍ଟ’। ଆଜିରପ୍ରତିଯୋଗିତାମୂଳକ କୋରିଅର ସେବାଭିତରେ ଏବଂ ଡିଜିଟାଲ୍‍ ଯୋଗାଯୋଗରଦୁନିଆ ଭିତରେ କେମିତି ଚାଲିଛି ସ୍ପିଡପୋଷ୍ଟ?


ସ୍ପିଡ ପୋଷ୍ଟ ଆମର ବିଭିନ୍ନ ବ୍ୟାପକ ସେବା ମଧ୍ୟରୁ ଗୋଟିଏ।ଯେତେ ପ୍ରତିଯୋଗିତା ହେଲେ ମଧ୍ୟ ଏ କ୍ଷେତ୍ରରେ ଭାରତୀୟଡାକସେବା ଉପରେ ଲୋକଙ୍କର ଭରସା ରହିଛି। ଆଜି ବିଆମେ ଲକ୍ଷ ଲକ୍ଷ ଟଙ୍କା ସ୍ପିଡ ପୋଷ୍ଟ ଆର୍ଟିକିଲ ନେବାଆଣିବାକରୁଛୁ। ଏହି ସେବାକୁ ଅଧିକ ସରଳ ଏବଂ ଟ୍ରାକିଂ-ଫ୍ରେଣ୍ଡଲିକରିବା ପାଇଁ ଆମେ ସବୁପ୍ରକାରର ବ୍ୟବସ୍ଥା କରିଛୁ। ଏଇଠିମୁଁ ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଚିଠିପଠାଇଲା ବେଳେ ଉପର ଭାଗରେ ପ୍ରାପକଙ୍କ ନାଁ ଓ ଠିକଣାଲେଖିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ଚିଠିରପଛପଟେ ଲେଖିବେ।


ଏହାହେଲେ ଆଜି କମ୍ପ୍ୟୁଟର ମାଧ୍ୟମରେ ଯେଉଁଅଟୋମେଟେଡ ସର୍ଟିଂ ହୋ‍ଇପାରୁଛି, ସେଥିରୁ ଆମକୁ ଫାଇଦାମିଳିବ। ସେହିପରି ଚିଠି ପଠାଉଥିବା ବ୍ୟକ୍ତି ତାଙ୍କ ମୋବାଇଲନମ୍ବର ଉଲ୍ଲେଖ କରିବେ। ଏହାହେଲେ ଚିଠି ଡେଲିଭରି ହେବାମାତ୍ରେ ତାଙ୍କ ପାଖକୁ ତତ୍‌କାଳ ମେସେଜ୍‍ ଆସିଯିବ। ଆଗଭଳିଆଉ କାଗଜରେ କାରବାର ନକରି ଏବେ ପୋଷ୍ଟମ୍ୟାନ୍‌ ଭାଇଭ‌ଉଣୀମାନେ ଆପ୍‌ ମାଧ୍ୟମରେ ପ୍ରାପ୍ତିସ୍ୱୀକାର କରିବାରବ୍ୟବସ୍ଥା ରହିଛି। ଡିଜିଟାଲ ଟେକ୍ନୋଲଜିର ପ୍ରୟୋଗ ସ୍ପିଡପୋଷ୍ଟ ସେବାକୁ ଏକ ନୂଆ ରୂପ ଦେଇଛି। ଆଜି କେବଳ ସ୍ପିଡପୋଷ୍ଟ ନୁହେଁ, ରେଜିଷ୍ଟର୍ଡ ଲେଟର ବା ଯେ କୌଣସିଆକାଉଣ୍ଟେବଲ୍‍ ଆର୍ଟିକିଲ୍‍ ଡାକ ବିଭାଗର ୱେବ୍‌ସାଇଟ୍‌‌ରେଗ୍ରାହକମାନେ ଟ୍ରାକିଂ କରିପାରିବେ।


ଆପଣ ଡାକସେବା କ୍ଷେତ୍ରରେ ଯେଉଁସବୁନୂତନ ବ୍ୟବସ୍ଥା କଥା କହିଲେ, ଏସବୁରସଫଳତା ପାଇଁ ବଡ଼ ଭୂମିକା ଗ୍ରହଣକରିବେ ସାରା ରାଜ୍ୟରେ କାମ କରୁଥିବାପୋଷ୍ଟମ୍ୟାନ ଏବଂ ଅନ୍ୟ କ୍ଷେତ୍ରକର୍ମଚାରୀମାନେ। ସେମାନଙ୍କୁ ଉତ୍ସାହିତ ଓପ୍ରୋତ୍ସାହିତ କରିବା ପାଇଁ ଆପଣ କ’ଣକରୁଛନ୍ତି?


ଭଲ ପ୍ରଶ୍ନଟିଏ ପଚାରିଲେ। ସେମାନେ ହେଉଛନ୍ତି ଆମ ସେବାକ୍ଷେତ୍ରର ମେରୁଦଣ୍ଡ। ସେମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତକରିବା ସହ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ବିଭାଗପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ ମଧ୍ୟରେରହିଛି ବିଧିବଦ୍ଧ ଓରିଏଣ୍ଟେସନ୍‍ ପ୍ରୋଗ୍ରାମ୍‍। ଜନସାଧାରଣଙ୍କୁଅଧିକ ଏବଂ ସଫଳ ଭାବେ ବିଭିନ୍ନ ସେବା ଯୋଗାଇଦେବାକ୍ଷେତ୍ରରେ ନିୟୋଜିତ ଆମର ଏହି ଫିଲ୍ଡ କର୍ମଚାରୀମାନଙ୍କୁସହଯୋଗ କରିବାକୁ ମୁଁ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁସମସ୍ତଙ୍କୁ ଅନୁରୋଧ କରୁଛି।


ଡାକ ବିଭାଗର ଅନ୍ୟ ପାରମ୍ପରିକ ସେବାବିଷୟରେ କ’ଣ କହିବେ?


ଦେଖନ୍ତୁ, ଡାକଘର ସଞ୍ଚୟ ଖାତା ସହ ଡାକଘର ଜୀବନବୀମାଆଦି ବିଭିନ୍ନ ସେବା ରହିଛି, ଯାହାକି ଲୋକମାନେ ବହୁଳସଂଖ୍ୟାରେ ବ୍ୟବହାର କରୁଛନ୍ତି। ସେହିଭଳି ସୁକନ୍ୟା ସମୃଦ୍ଧିଯୋଜନା ଏକ ନୂଆ ସେବା। ଲୋକମାନେ ନିଜ କନ୍ୟା ସନ୍ତାନନାଁରେ ଡାକଘରେ ଖାତା ଖୋଲି ଜମା କରିପାରିବେ। ଏହିଯୋଜନାରେ ଅଧିକ ସୁଧ ମିଳୁଛି। ତା’ ଛଡା ଆୟକର ନିୟମଅନୁଯାୟୀ ଏଥିରେ ନିବେଶ କଲେ ୮୦-ସି ଧାରାରେ ଜଣେଆୟକର ରିହାତି ପାଇପାରିବେ। ଝିଅକୁ ୧୮ ବର୍ଷ ହେବାପରେ ଏହି ଖାତାରୁ ଅର୍ଥ‌ଉଠାଣ କରାଯାଇପାରିବ।


ଅଧିକରୁ ଅଧିକ ଜନସାଧାରଣ ଏହି ଯୋଜନାର ସୁଯୋଗନେଇ କନ୍ୟାସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁଅନୁରୋଧ କରୁଛି। ଆଜି ଜନ୍ମ ହୋ‍ଇଥିବାକନ୍ୟାସନ୍ତାନଙ୍କଠାରୁ ଆରମ୍ଭ କରି ଝିଅକୁ ୧୦ ବର୍ଷ ହେବାଭିତରେ ଏହି ସଞ୍ଚୟ ଯୋଜନା ଆରମ୍ଭ କରିହେବ।


ପୋଷ୍ଟ ଅଫିସ୍‌ ସେବା କ୍ଷେତ୍ରରେମୋବାଇଲ ନମ୍ବର ଏବଂ ଆଧାର ନମ୍ବରସଂଯୋଗ କରିବା ପାଇଁ ଆପଣଙ୍କ ବିଭାଗଗ୍ରାହକମାନଙ୍କୁ ଅନୁରୋଧ କରୁଛି। ଏଥିରୁସେମାନଙ୍କୁ କ’ଣ ସୁବିଧା ମିଳିବ?


ଅନ୍ୟ ବ୍ୟାଙ୍କିଙ୍ଗ ସେବା ପରି ପୋଷ୍ଟ ଅଫିସ୍‌ରେ ମଧ୍ୟ ଆମେମୋବାଇଲ୍‍ ଓ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦେଉଛୁ।ଏହାଫଳରେ ଡିଜିଟାଲ୍‍ ସେବା ବ୍ୟବସ୍ଥା ସୁଗମ ହୋ‌ଇପାରିବଏବଂ ଗ୍ରାହକମାନଙ୍କୁ ମଧ୍ୟ ଟ୍ରାଞ୍ଜାକ୍ସନ ବାବ୍ଦରେ ତତ୍‌କାଳସୂଚନା ମିଳିପାଇପାରିବ।


ପୋଷ୍ଟ ଅଫିସ୍‌ ସେବା କ୍ଷେତ୍ରରେକମ୍ପ୍ୟୁଟରୀକରଣ ଏକ ଜରୁରୀଆବଶ୍ୟକତା ହୋ‍ଇପଡ଼ିଛି। ଓଡ଼ିଶାରେଆପଣଙ୍କ ବିଭାଗର ଚିତ୍ର କ’ଣ?


ଡାକସେବାର ସବୁ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର, ଡିଜିଟାଲ୍‌ ଟେକ୍ନୋଲଜି ଏବଂ ମୋବାଇଲ ଆପ୍‌ ଉପରେଆମେ ଗୁରୁତ୍ୱ ଦେଉଛୁ। ତେବେ ଡାକ ବିଭାଗ ଏକ ବ୍ୟାପକସେବା କ୍ଷେତ୍ର ହୋ‍ଇଥିବାରୁ ଏବଂ ଏହାର ’ଲାଷ୍ଟ ମାଇଲ୍‍ ସର୍ଭିସ୍‍’ ଗ୍ରାମାଞ୍ଚଳରେ ରହିଥିବାରୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ହେବାପାଇଁ ସମୟ ଲାଗୁଛି। ତେବେ ଓଡ଼ିଶାର ସହରାଞ୍ଚଳ ଛଡ଼ାକଟକ (ଉତ୍ତର), ଭଦ୍ରକ ଏବଂ ଢେଙ୍କାନାଳ ଆଦି ଡାକଡିଭିଜନ୍‍ ଅଞ୍ଚଳରେ ଥିବା ସମସ୍ତ ପୋଷ୍ଟ ଅଫିସ୍‌ରେ ଏବେକମ୍ପ୍ୟୁଟର ସଂଯୋଗ ରହିଛି।


ସଂପୃକ୍ତ ଅଞ୍ଚଳର ମୋଟ୍‌ ୧୨୪୦ଟି ଉପ-ଡାକଘର ମଧ୍ୟରୁ୧୧୦୦ରୁ ଅଧିକ ଡାକଘରେ କମ୍ପ୍ୟୁଟର ଲାଗିଯାଇଛି। ଏହିକମ୍ପ୍ୟୁଟର ଏକ ହ୍ୟାଣ୍ଡ-ହେଲ୍‌ଡ୍‌ ଡିଭାଇସ ଓ ଏହା ମାଧ୍ୟମରେବାୟୋମେଟ୍ରିକ୍‍ ପଦ୍ଧତିରେ ବା କାର୍ଡ ସ୍ୱାଇପ୍‌ କରି ଟଙ୍କାଉଠାଣକରାଯାଇପାରିବ। ଏହାର ପ୍ରଚଳନ ଫଳରେ ଆଜି ଆମସେବା ଏକ ଚଲତା-ଫିରତା ଏଟିଏମ୍‍ ଭଳି କାମ କରିପାରୁଛି।୨୦୧୮ ମାର୍ଚ୍ଚ ସୁଦ୍ଧା ଆମେ ଏହି ସୁବିଧା ରାଜ୍ୟର ସମସ୍ତ ଉପ-ଡାକଘର ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ।


ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭାରତକୁ ଏକ ’ଲେସ୍‌ କ୍ୟାସ୍‍’ ଦେଶଭାବରେ ଗଢିବାକୁ ଡାକରାଦେଇଛନ୍ତି। ଆପଣଙ୍କ ବିଭାଗ ଏ କ୍ଷେତ୍ରରେକ’ଣ କରିଛି?


ଆମ ରାଜ୍ୟରେ ୩୫ଟି ମୁଖ୍ୟ ଡାକଘର ରହିଛି। ଏହିସବୁସ୍ଥାନରେ ଆମେ ’ପଏଣ୍ଟ ଅଫ୍‍ ସେଲ୍‍’ (ପିଓଏସ୍‌) ଟର୍ମିନାଲଯୋଗାଇଦେଉଛୁ। ସେଠାରେ ଗ୍ରାହକମାନେ କ୍ୟାସ୍‌ଲେସ୍‌ ଉପାୟରେ କାରବାର କରିପାରିବେ। ଆଗାମୀ ଦିନରେଏହାକୁ ବ୍ୟାପକ କରିବା ପାଇଁ ଆମର ଯୋଜନା ରହିଛି।


ଆପଣଙ୍କ ବିଭାଗ ବ୍ୟାଙ୍କ୍‌ ଭଳି ଏଟିଏମ୍‍ବ୍ୟବସ୍ଥା ଆରମ୍ଭ କରିଛି। ଏ କ୍ଷେତ୍ରରେକେତେ ଦୂର ସଫଳତା ମିଳିଛି?


ବର୍ତ୍ତମାନ ଓଡ଼ିଶାରେ ଆମର ୪୪ଟି ଏଟିଏମ୍‍ ରହିଛି। ଆଗକୁଏହି ସଂଖ୍ୟା ବଢିବ। ଆଗରୁ କେବଳ ପୋଷ୍ଟାଲ୍‍ ଏଟିଏମ୍‍ କାର୍ଡ ଏହିସବୁ ମେସିନ୍‌ରେ ଚାଲୁଥିଲା। କିନ୍ତୁ ଡିସେମ୍ବର୨୦୧୬ ପରଠାରୁ ଏହାକୁ ବ୍ୟାପକ କରାଯାଇଛି। ଆଜିକୌଣସି ପୋଷ୍ଟାଲ୍‍ ଏଟିଏମ୍‍ କାର୍ଡ ରଖିଥିବା ଗ୍ରାହକ ଦେଶରଅନ୍ୟ ଯେ କୌଣସି ବ୍ୟାଙ୍କ୍‌ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ।ସେହିପରି ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ପୋଷ୍ଟାଲଏଟିଏମ୍‌ରୁ ଅନୁରୂପ ସୁବିଧା ପାଇପାରୁଛନ୍ତି।


ଆପଣ ସିପିଏମ୍‌ଜି ଭାବେ ଯୋଗ ଦେବାପରେ ଓଡ଼ିଶାର ଡାକମଣ୍ଡଳ କ୍ଷେତ୍ରରେଏକ ବ୍ୟାପକ ପ୍ରଶାସନିକ ସଂସ୍କାର ପାଇଁଉଦ୍ୟମ କରିଛନ୍ତି। କ’ଣ ରହିଛି ଏହାପଛର ଲକ୍ଷ୍ୟ?


ଦେଖନ୍ତୁ ଆଜିର ଦିନରେ ଗ୍ରାହକ ସେବା କ୍ଷେତ୍ରରେ ଉନ୍ନତିଆଣିବାକୁ ହେଲେ ଆମକୁ ପ୍ରଶାସନିକ ବ୍ୟବସ୍ଥାକୁ ସରଳଏବଂ ଲୋକାଭିମୁଖୀ କରିବାକୁ ହେବ। ଓଡ଼ିଶାରେ ଆମବିଭାଗ ଅଧୀନରେ ୧୮ଟି ମଣ୍ଡଳ ରହିଛି। ତେବେ ଗୋଟିଏଗୋଟିଏ ମଣ୍ଡଳ ଅଧୀନରେ ଅଲଗା ଅଲଗା ଜିଲ୍ଲାର ଡାକଘରରହିଥିବା କାରଣରୁ ଏହାର ପରିଚାଳନା କ୍ଷେତ୍ରରେ କେତେକସମସ୍ୟା ବା ଆହ୍ୱାନ ରହିଥିଲା। ତେଣୁ ପରିଚାଳନାଗତସୁବିଧା ପାଇଁ ବିଭିନ୍ନ ଜିଲ୍ଲାକୁ ତା’ର ନିକଟତମ ମଣ୍ଡଳ ସହଯୋଡ଼ି ଦିଆଯାଇଛି। ଏହାଦ୍ୱାରା ଡାକ କର୍ମଚାରୀମାନଙ୍କରସୁବିଧା ହୋ‍ଇଛି ଏବଂ ଗ୍ରାହକମାନଙ୍କୁ ମଧ୍ୟ ଏହାର ସୁଫଳମିଳିବ ବୋଲି ମୋର ଆଶା। ସେହିପରି ଆଗାମୀ ଦିନରେରାୟଗଡ଼ା ଏବଂ ରାଉରକେଲାରେ ଆଉ ଦୁଇଟି ମଣ୍ଡଳଖୋଲିବାର ଯୋଜନା ରହିଛି।



ପୋଷ୍ଟ ଅଫିସ୍‍ ମାଧ୍ୟମରେ ଲୋକେ ଆଜିପାସପୋର୍ଟ ପାଇଁ ଆବେଦନପାଇପାରିବେ। କିପରି?


ପାସପୋର୍ଟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସେବା। ଖୁସିର କଥା, ଆମରାଜ୍ୟରେ ଏବେ ତିନୋଟି ସ୍ଥାନରେ ପୋଷ୍ଟ ଅଫିସ୍‌ ମାଧ୍ୟମରେଆପଣ ପାସପୋର୍ଟ ପାଇପାରିବେ। ସେଗୁଡ଼ିକ ହେଲାରାଉରକେଲା, ସମ୍ବଲପୁର ଏବଂ କୋରାପୁଟ। ଜଣେ ବ୍ୟକ୍ତିଅନ୍‌ଲାଇନ୍‍ରେ ଆବେଦନ କରିବା ପରେ ସମ୍ପୃକ୍ତ ପୋଷ୍ଟଅଫିସ ପାସପୋର୍ଟ ସେବାକେନ୍ଦ୍ରକୁ ଆସି ଏଥିପାଇଁ ଆବଶ୍ୟକବାୟୋମେଟ୍ରିକ୍ସ, ଫଟୋଗ୍ରାଫ ଏବଂ ସାର୍ଟିଫିକେଟ ଯାଞ୍ଚ କାର୍ଯ୍ୟକରାଇପାରିବେ।



ପରବର୍ତ୍ତୀ ସମୟରେ ଆମେ ତାହା ପାସପୋର୍ଟ କର୍ତ୍ତୃପକ୍ଷଙ୍କପାଖକୁ ଅନଲାଇନରେ ପଠାଇଦେଉ ଏବଂ ସେମାନେ ତାହାଯାଞ୍ଚ କରି ଉପଯୁକ୍ତ ବ୍ୟକ୍ତିଙ୍କ ନାମରେ ପାସପୋର୍ଟ ଇସ୍ୟୁକରିଥା’ନ୍ତି। ଏହାଫଳରେ ସମସ୍ତଙ୍କୁ ଆଜି ଆଉ ଭୁବନେଶ୍ୱରପାସପୋର୍ଟ ଅଫିସ ଆସିବାକୁ ପଡୁନାହିଁ। ପୋଷ୍ଟ ଅଫିସମାଧ୍ୟମରେ ଏହି ସେବା ସହଜ ହୋ‍ଇପାରୁଛି ଓ ଲୋକଙ୍କସମୟ ବଞ୍ଚୁଛି। ଆଗାମୀ ଦିନରେ ବାଲେଶ୍ୱର, ଭବାନୀପାଟଣାଓ ବ୍ରହ୍ମପୁରରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରଖୋଲିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ଏହା ସୁବିଧାଜନକହେବ। କେବଳ ସେତିକି ନୁହେଁ, ଭବିଷ୍ୟତରେ ଦେଶରଯେତେ ସ୍ଥାନରେ ମୁଖ୍ୟ ଡାକଘର ରହିଛି ସେଠାରେ ଏହିପାସପୋର୍ଟ ସେବା ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାରଚିନ୍ତା କରୁଛନ୍ତି।


ଆଧାର ପଞ୍ଜୀକରଣ ଏବଂଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ମଧ୍ୟଡାକଘରେ ବ୍ୟବସ୍ଥା କରାଯିବ। ଓଡ଼ିଶାରେଏହା କେବେଠାରୁ ଆରମ୍ଭ କରାଯିବ?


ଆଗରୁ କେବଳ ଘରୋ‍ଇ ସଂସ୍ଥା ମାଧ୍ୟମରେ ଆଧାରପଞ୍ଜୀକରଣ ଏବଂ ସଂଶୋଧନ କାମ କରାଯାଉଥିଲା। ତେବେଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେକେବଳ ପୋଷ୍ଟ ଅଫିସ ମାଧ୍ୟମରେ ଏହି ସେବା ଯୋଗାଇଦିଆଯିବ। ସେହି ଅନୁଯାୟୀ ଆମ ରାଜ୍ୟର ସମସ୍ତ ୩୫ଟିମୁଖ୍ୟ ଡାକଘର ଜରିଆରେ ଉଭୟ ପଞ୍ଜୀକରଣ ଏବଂସଂଶୋଧନ କାମ ହୋ‌ଇପାରିବ।


ତା’ଛଡ଼ା ରାଜ୍ୟର ସମସ୍ତ ୧୧୬୭ଟି ଉପ-ଡାକଘର ସ୍ତରରେଲେକମାନେ ଆଧାର ସଂଶୋଧନ ସେବା ପାଇପାରିବେ।ହେଲେ ବର୍ତ୍ତମାନ କେବଳ ଭୁବନେଶ୍ୱର ଜିପିଓରେ ଆଧାରଅପ୍‌ଡେସନ କାର୍ଯ୍ୟ କରାଯାଉଛି। ସେହିପରି ସମ୍ବଲପୁର ଏବଂବ୍ରହ୍ମପୁର ମୁଖ୍ୟ-ଡାକଘରେ ଏହି ସେବା ତୁରନ୍ତ ଆରମ୍ଭକରିବାକୁ ବିଭାଗୀଯ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାରାରାଜ୍ୟରେ ଆଧାରର ପୂର୍ଣ୍ଣାଙ୍ଗ ସେବା ଯୋଗାଇଦେବା ପାଇଁଆମକୁ କିଛି ସମୟ ଲାଗିବ।


ଆଜିର ଇ-କମର୍ସ ଯୁଗରେ ଲୋକମାନେଅନେକ ଜିନିଷ ଅନଲାଇନରେ କିଣୁଛନ୍ତିଏବଂ ତା’ ମଧ୍ୟରେ କେତେକ କ୍ଷେତ୍ରରେକ୍ୟାସ-ଅନ୍‍-ଡେଲିଭରି ସୁବିଧା ମଧ୍ୟପାଉଛନ୍ତି। ଏହି ସେବାକୁ ଡାକ ବିଭାଗମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାପାଇଁ ଆଗଧାଡ଼ିର ଇ-କମର୍ସ କମ୍ପାନି ଓଆପଣଙ୍କ ବିଭାଗ ମଧ୍ୟରେ କୌଣସିରାଜିନାମା ହୋ‍ଇଛି କି?


ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଡାକ ପରିମଣ୍ଡଳ ଏଭଳି କୌଣସିରାଜିନାମା କରିନାହିଁ। ତେବେ ଆଗାମୀ ଦିନରେ ଏଭଳି ସେବାଯୋଗାଇଦେବା ପାଇଁ ଆମେ ଚାହିଁବୁ। ଆମେ ଭୁବନେଶ୍ୱରରେଏକ ବଡ଼ ଧରଣର ପାର୍ସଲ ୱ୍ୟାରହାଉସ ତିଆରି କରିବାକୁଯାଉଛୁ। ଏହା ଏକ ବଡ଼ ଧରଣର ପ୍ରକଳ୍ପ ଓ ଏଥିରେ ପ୍ରାୟ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାହେଲେ ଏଠାରେ ବହୁପରିମାଣର ସାମଗ୍ରୀ ଜମାହୋ‍ଇ ରହିପାରିବ। ଫଳରେ ଜଣେଗ୍ରାହକ କୌଣସି ଜିନିଷ ପାଇଁ ଅର୍ଡର ଦେଲେ ତାଙ୍କୁ ୨୪ ଘଣ୍ଟାମଧ୍ୟରେ ଯୋଗାଇ ଦିଆଯାଇପାରିବ।


ଡାକ ବିଭାଗ ଜରିଆରେ ଆପଣ ଆଜିଯେଉଁସବୁ ସେବା ଯୋଗାଇ ଦେଉଛନ୍ତି,ତାହାର ସଫଳତା ପଛରେ ରହିଛିକମ୍ପ୍ୟୁଟର, ଡିଜିଟାଲ୍‍ ଏବଂ ମୋବାଇଲଟେକ୍ନୋଲଜି। ଆଜିର ଏହି ଇ-ଦୁନିଆରେଲୋକଙ୍କ ପାଖରେ ସେବା ସମ୍ପର୍କରେସୂଚନା ପହଞ୍ଚାଇବା ପାଇଁ ସମ୍ଭବତଃସବୁଠାରୁ ବଡ଼ ମାଧ୍ୟମ ହେବଡିଜିଟାଲ୍‍। ତେଣୁ ଡିଜିଟାଲ ଏବଂସୋସିଆଲ ମିଡିଆର ପ୍ରୟୋଗ କ୍ଷେତ୍ରରେଆଗକୁ ଆପଣଙ୍କର କ’ଣ ଭିଜନ ରହିଛି?


ଦେଖନ୍ତୁ ଡିଜିଟାଲ ହେଉଛି ବର୍ତ୍ତମାନ ଏବଂ ଆମରଭବିଷ୍ୟତ। ଯଦିଓ ଆମେ ୱେବସାଇଟ ଏବଂ ସୋସିଆଲମିଡିଆ ମାଧ୍ୟମରେ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟାକରୁଛୁ, ଏ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି। ଆଗାମୀଦିନରେ ୱେବ୍‍ ଏବଂ ସୋସିଆଲ ମିଡିଆର କିଭଳି ପୂର୍ଣ୍ଣଉପଯୋଗ କରାଯାଇପାରିବ ଏବଂ ଆମେ କିଭଳିବିଶେଷକରି ଯୁବପିଢି ସହ ଯୋଡ଼ି ହୋ‍ଇପାରିବୁ, ସେବାବଦରେ ମୋର ସହଯୋଗୀମାନେ ଉଦ୍ୟମ ଆରମ୍ଭକରିଛନ୍ତି।
Source : https://odisha.live/

Saturday, July 29, 2017

doing first level activation (as per above para) in case of personalized and replaced cards

Dear SPOCs,

  Kindly refer to para 2 of following email "Regarding ATM Cards Supply." sent by this office on 24.06.17 at 1352 hours. Copy of email attached for your reference and re-circulation/guidance to all concerned.

  It has come to the notice of this office that still majority of the SOLs are not doing first level activation at their end (as per above para) in case of personalized and replaced cards, leading to large number of complaints. Hence, following instructions are resent for n/a:

1. While handing over the PINs  of personalized cards to customer, please use CCMM Modify function and activate the new card after which, within 24 hrs cards will be activated. Similar activation should be done for replaced cards also.

2. Delivered status in CCMM menu does not mean physical delivery of personalized or replaced card to the customer. Delivered status in CCMM menu means that card is under process.

3. "Invalid account" error is faced due to pending first level activation at SOL end only in case of Personalized and Replaced Cards.

   Kindly re-circulate above instructions to all the SOLs and do basic checks at your end before sending ATM card complaints to this office.

Thanks & regards,
Incharge Operations, DOP ATM Unit
CBS-CPC, 4th Floor, Bengaluru GPO Building
Bengaluru-560001
080-22850173, 18004252440
postatm@indiapost.gov.in

Finacle Guide for Marking the Cheques as Passed

*Finacle Guide for Marking the Cheques as Passed*

We all might have noticed that we are not entering cheque numbers while opening MIS/TD/SCS accounts through POSB cheque. As we are not entering the cheque number, that particular cheque will remain in the system as unused. SOL should follow below step by step finacle guide for marking the cheques as Passed until the Finacle patch deployed on production.

1. Invoke the menu HUCS
2. Choose the Function as Modify
3. Enter the A/C ID
4. Enter the Instrument Alpha/No which is nothing but the Cheque no. for which the status has to be changed.
5. Click on GO (F4)
6. Change the New Status to Passed
6. Then Click the SUBMIT (F10) button.
7. Verify using the same menu in the supervisor login. ¶

A patch has been deployed on 28/07/2017 to facilitate entry of POSB cheque details in account opening menu for MIS/TD/NSC/KVP schemes

Dear Sir/Madam

I am directed by competent authority to convey the following...

In Finacle, there was no option to enter the POSB cheque while opening new accounts. This issue is resolved now.

*A patch has been deployed on 28/07/2017 to facilitate entry of POSB cheque details in account opening menu for MIS/TD/NSC/KVP schemes. Using this option, cheque details can be entered in addition to POSB account number while opening account and there is no need to mark the cheque as Passed or Destroyed separately.*

This may please be circulated to Post offices.

Thanks and Regards
Gopinath S
Inspector Posts
DMCC
Chennai 600 002

Friday, July 28, 2017

Family pension for mentally retarded or physically handicapped dependents

Press Information Bureau
Government of India
Ministry of Personnel, Public Grievances & Pensions
27-July-2017 18:35 IST

Family pension for mentally retarded or physically handicapped dependents 

The Central Civil Services (Pension) Rules, 1972 already provide for grant of family pension to mentally retarded/physically handicapped children of retired Government employees after completion of twenty-five years of age if their income is less than the minimum family pension under these Rules and the dearness relief admissible thereon as announced from time to time. The minimum family pension under these Rules is Rupees 9000/- per month with effect from 1st January, 2016.

This was stated by the Minister of State for Personnel, Public Grievances and Pensions and Minister of State in the Prime Minister’s Office, Dr. Jitendra Singh in written reply to a question by Shri Rajkumar Dhoot in the Rajya Sabha today. 

Posting of Asst Treasurer at Dhenkanal HO

Award of Excellence in Academic Achievements in 10th & 12th Standard Board Examination by the Children of Postal Employees for the Year 2017-18

Half yearly enumeration of unregistered articles.

Department of  Posts :India

Office of the Supdt. of Post Offices: Dhenkanal Division

                                                                                           Dhenkanal-759001

Regd./e-mail 

To                                                                                                                                           

 

            The Postmaster ,Angul HO/Dhenkanal HO/ Nalconagar MDG/Talcher MDG

            All Sub Postmasters under Dhenkanal Division.

                                                                                   

No:-G-27/Ch-IV, Dated at Dhenkanal the 25.07.2017.

 

Sub:-Half Yearly Enumeration of Unregistered Postal Articles for the period from 8th to 21st August-2017.

 

    The enumeration of unregistered Postal article of letter mail and unregistered parcels given out for delivery during the period from 08.08.2017 to 21.08.2017 (both days inclusive) should be taken as usual in post offices.

 

    ​The instruction issued thereon from time to time should be kept  in view while preparing the report. All should see that the returns are furnished in the enclosed proforma. The result may also be compared with those of previous enumeration and if there are any abnormal variation reasons thereof may also be mentioned.

The enumeration return should be submitted by all SPMs to their respective HOs by 26.08.2017 positively and the Head Postmasters will personally held responsible for compilation and submission of the consolidated figures in the prescribed proforma to Divisional Office latest by 04.09.2017  positively. 

 

It is here to mention that  new proforma has been introduced in form of Proforma-A, B & C. Data in proforma-C is to be submitted by the Post offices to HOs concerned. HOs to compile the figures in Proforma-A & B(Urban & Rural separately). It should be seen that the figures of both Urban and Rural agree with figures furnished in Proforma-A.

 

    

 Supdt. of Post Offices

                                                                        Dhenkanal Division

                                                                                    Dhenkanal-759001

Copy to:-

1-6.The ASP(OD), Dhenkanal Division, Dhenkanal/ASP (I/C), Dhenkanal Sub-Division and all IPOs under Dhenkanal Division. They will checkup the enumeration as per attached programme. They should ensure that the SOs of their units submit the enumeration return in proper proforma to HOs concerned in time. They are also requested to follow the instruction scrupulously issued in attached Dte & CO letters.

               

  Supdt. of Post Offices

                                                                        Dhenkanal Division

                                                                                    Dhenkanal-759001

Report of Dharna in front of Dak Bhawan NEW DELHI ON 26th JULY, 2017


**************
            In continuation of phased agitational programme as third phase programme a massive Dharna under banner of NFPE was organized at Dak Bhawan New Delhi since 10 A.M. to 3 P.M. All General Secretaries & Secretary General NFPE lead today on date 26.07.2017 the Dharna Programme . Hundreds of All India and Circle leaders of all NFPE unions from all corners of country participated in Dharna.

            A meeting was conducted at place of Dharna, which was Presided over by Com. Giriraj Singh, President, NFPE. In the beginning Com. R.N. Parashar Secretary General NFPE elaborately described the need of agitational programmes including one day strike on 23rdAugust, 2017. He described the importance of all 10 demands mentioned in Charter of Demands which are of most importance for Postal employees. He stated that the all three phased programmes are grand success. He appealed to all to make the One Day Strike for date 23rd August -2017 a Historic Success to achieve our genuine and most justified demands.

            All leaders i.e. Coms. M. Krishnan Secretary General Confderation ,A. Manoharan, Working President – NFPE, S.A.R. Mazgaonkar , Working President, P-III, K.P. Singh , AGS-R-III, Vikram Shah, General Secretary P-IV, K.K. Sharma, Vice President ,NFPE and Treasurer –R-IV, U.S. Chakraborty General Secretary – Admn. Union , S.B. Yadav , General Secretary –Postal Accounts, Virendra Tiwari General Secretary –SBCO Employees Association, P. Panduranga Rao, General Secretary –GDS, P.Mohan, General Secretary Casual Labourers Union , Deep Chand & Shankar Pal Singh , AIPRPA, Bali Ram Circle Secretary R-III UP, Shesh Mani Tripathi Circle Secretray P-III UP & Harish Kumar Circle President , GDS Union Punjab and Com. Gita Bhattacharjee, Asstt. Convenor, Women Committee , Confederation addressed the meeting.

            All leaders present in the Dharna assured the NFPE leadership to make the One Day Strike on 23rd August-2017 a Historic Success and they appealed to all to make it Historic Success.

            The Dharna was ended with shouting of revolutionary slogans.


           
A VIEW OF DHARNA AT DAK BHAWAN ON 26-07-2017







































27-07-2017 - 'MARCH TO SANCHAR BHAWAN' BY AIPEU-GDS - A GRAND SUCCESS

          AIPEU-GDS conducted the agitation programme “March to Sanchar Bhawan” in Delhi today (27-07-2017) with the full support of NFPE. The progamme was inaugurated by Com.A.K.Padmanabhan, Vice President, CITU with an inspiring speech explaining the attacks of the policies of the BJP Govt on working class and employees sections of this country.  A procession was conducted with hundreds of GDS comrades  holding flags & banners with slogans from Jantar Mantar to Sanchar Bhawan. But, because of Parliament sessions going on, the police not permitted the rally ahead to Sanchar Bhawan. The procession lead by Com.M.Krishnan, Secretary General, Confederation, Com,R.N.Parashar, Secretary General, NFPE & General Secretary, Gr.C., Com.Giriraj Singh, President NFPE & General Secretary, R-III., Com.Vikram Shah, General Secretary, P4., Com.V.Tiwary, General Secretary, SBCO., Com.S.B.Yadav, General Secretary, AIPAEA., Com. Com.P.Mohan, General Secretary, Causal & Contingent Union, Com.Manoharan, Wkg. President, NFPE, Com.BoJoy Gopal Sur, President, Com.P.Pandurangarao, G/S, AIPEU-GDS and many other leader of NFPE & other organizations.
          A meeting has been conducted with large gathering in the Jantar Mantar itself under the presidentship of Com.Bijoy Gopal Sur, All India President, AIPEU-GDS. Com.P.Pandurangarao, General Secretary welcomed the distinguished leaders, CHQ Office bearers, Circle Secretaries, GDS comrades represented from 16 circles.
Com.R.N.Parashar, Secretary General, NFPE made an elaborate speech on the current issues of GDS and assured that NFPE shall  take care of GDS at all levels. Com.M.Krishnan,Secretary General, Confederation explained the issues of GDS and appeal all to make the AIPEU-GDS as No.1 recognized Union. Com.V.A.N.Namboodiri, former General Secretary, BSNLEU, Com.Santhosh Kumar, President, AIPAEA., Com.Balwinder singh, Fin. Secretary, Gr.C (CHQ), Com.Y.Nagabhushanam & Com.D.Sivagurunathan, Casual & Contingent Union also addressed in the meeting. In addition, all the General Secretaries of NFPE affiliated unions mentioned above also addressed the rally.
          The AIPEU-GDS CHQ leaders viz., Com.Virendra Sharma, Wkg President, Com.Nirmal Singh, Vice President, Com.Jai Prakash singh, AGS., Com.Kumaran Nambiyar, Fin Secretary, Com.Harish Kumar, Asst Fin. Secretary, Com.Chandra N.Chaudary, Orgg Gen Secretary & Com.Ambika Sharma also addressed in the meeting.
          The programme concluded with the vote thanks offered by Com.Pamodkumar singh, Circle Secretary, Uttar Pradesh with the assurance of obtaining 90% membership in favour of AIPEU-GDS from UP Circle.
          Meeting ended with the slogan shouting by Com.Virendra Sharma demanding the Govt & Department for the earliest implementation of Shri Kamalesh Chandra Committee.
          After the procession, a memorandum was submitted to Hon’ble Minister of Communications by the Office bearers, which is published below.



Com..K.Padmanabhan, Vice President, CITU inaugurating the 'March to Sanchar Bhawan' Programme by AIPEU-GDS in Jantar Mantar, Delhi today







Procession blocked by police






  
  

  
















IS GENERATOR FUNCTIONAL AT YOUR POST OFFICE ?

IS EARTHING DONE AT YOUR POST OFFICE ?

IS UPS FUNCTIONAL AND GIVING BACK UP AT YOUR POST OFFICE ?

IS THERE A SEPARATE SERVER COMPUTER AT YOUR POST OFFICE ?

IS CASH COUNTING MACHINE AVAILABLE AT YOUR POST OFFICE ?

IS VACUUM CLEANER AVAILABLE AT YOUR POST OFFICE ?

IS THERE ANY SECURITY WATCHMAN AT YOUR POST OFFICE ?

IS FAKE NOTE DETECTOR AVAILABLE AT YOUR POST OFFICE ?

About

ALL THE INFORMATION PUBLISHED IN THIS WEBPAGE IS SUBMITTED BY USERS OR FREE TO DOWNLOAD ON THE INTERNET. I MAKE NO REPRESENTATIONS AS TO ACCURACY, COMPLETENESS, CURRECTNESS, SUITABILITY OR VALIDITY OF ANY INFORMATION ON THIS PAGE AND WILL NOT BE LIABLE FOR ANY ERRORS, OMISSIONS OR DELAYS IN THIS INFORMATION OR ANY LOSSES, INJURIES OR DAMAGES ARISING FROM ITS DISPLAY OR USE. ALL INFORMATION IS PROVIDED ON AN AS-IS BASIS. ALL THE OTHER PAGES YOU VISIT THROUGH THE HYPER LINKS MAY HAVE DIFFERENT PRIVACY POLICIES. IF ANYBODY FEELS THAT HIS/HER DATA HAS BEEN ILLEGALLY PUT IN THIS WEBPAGE OR IF YOU ARE THE RIGHTFUL OWNER OF ANY MATERIAL AND WANT IT REMOVED PLEASE EMAIL ME AT "suryamadhu.talk@gmail.com" AND I WILL REMOVE IT IMMEDIATELY ON DEMAND. ALL THE OTHER STANDARD DISCLAIMERS, TERMS AND CONDITIONS OF TRADEMARK, REGISTERED COPY RIGHT, PATENT ALSO APPLY.
COPY RIGHTS RESERVED WITH AIPEU P3, DHENKANAL DIVISION ( R ) / ( T ) : 2014 : PIONEERS OF THE TRADE UNION MOVEMENT