COURTESY MEET ଜାଣିବାରେ 12, 24, 36 GDS FINANCIAL UPGRADATION ପୂର୍ବତନ SPOs ମହୋଦୟଙ୍କ ସମୟରୁ ପ୍ରାୟ ଆଶାୟୀ GDS ଙ୍କୁ ବାଦ ଦେଇ COMPLETE ହେଇ ସାରିଛି ଯାହା କି DIRECTORATE ପର୍ଯ୍ୟନ୍ତ FILE MOVE କରିସାରିଛି
AIGDSU / NFPE, Dhenkanal ତରଫରୁ ବଞ୍ଚିତ ହୋଇଥିବା ସମସ୍ତ ଆଶାୟୀ GDS ମାନଙ୍କ କ୍ଷେତ୍ରରେ ଆଉ ଥରେ REVEIW କରିବାକୁ ଅନୁରୋଧ କରାଯାଇଥିଲା
12, 24, 36 GDS FINANCIAL UPGRADATION ପାଇନଥିବା GDS ସେମାନଙ୍କର ସବିଶେଷ ବିବରଣୀ ତଳେ ଦିଆଯାଇଥିବା LINK ରେ SUBMIT କରନ୍ତୁ
DHENKANAL DIVISION RE 12 , 24, 36 GDS FINANCIAL UPGRADATION ପାଇନଥିବା GDS ମାନଙ୍କ DATA
The Next Day, after Submission, Click here to Check whether your submitted data has been received by AIGDSU / NFPE, Dhenkanal or not